Masthead

ଆମେରିକା ଯୁଦ୍ଧ ଜାହାଜ ଓ ତାଇୱାନ ଉପରେ ଚୀନର ନଜର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ପାଏ ଡ୍ରୋନ ମୁତୟନ କରିବ ଚୀନ । ଖୁବଶୀଘ୍ର ଗୁଇନ୍ଦା ଡ୍ରୋନ ମୁତୟନ କରିବାକୁ ଯୋଜନା କରୁଛି ଚାଇନା ମିଲିଟାରୀ । ଏହାଦ୍ୱାରା ଚୀନ ଆମେରିକା ଯୁଦ୍ଧ ଜାହାଜ ଓ ତାଇୱାନ ଉପରେ ନଜର ରଖିବ । ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍‌ର ବେଗ ଶବ୍ଦର ବେଗଠାରୁ ୩ ଗୁଣା ଅଧିକ ବୋଲି କୁହାଯାଉଛି। ତେବେ ଏହି ଡ୍ରୋନ୍‌ ସାହାଯ୍ୟରେ ଚାଇନାର ସର୍ଭିଲାନ୍ସ ଅପରେସନ ସହଜ ହେବ ।

ନ୍ୟାଶନାଲ ଜିଓସ୍ପାଟିଆଲ ଇଣ୍ଟେଲିଜେନ୍ସର ତଥ୍ୟ ଅନୁସାରେ, ତାଇୱାନରେ ମୁତୟନ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମିଲିଟାରି ବେସ୍‌ ଉପରେ ନଜର ରଖିବା ପାଇଁ ଚାଇନା ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରୁଛି । ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ପିଏଲ୍‌ଏ ସେନା ଦ୍ୱାରା ୨୦୨୭ ସୁଦ୍ଧା ତାଇୱାନକୁ ବଳପୂର୍ବକ ହାସଲ କରିବାକୁ ଚାହୁଁଥିବାବେଳେ ଚାଇନା ତାଇୱାନ ଉପରେ ଆକ୍ରମଣ କରିବାକୁ ଚାହୁଁ ନ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ୱିଲିୟମ୍‌ ଜେ. ବର୍ନର କହିଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିପାରେ ଚାଇନା । ତାଇୱାନ ନିଜକୁ ଅସୁରକ୍ଷିତ ମନେ କରୁଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି