Masthead

ମଣିଷ ଆଉଟୁପାଉଟୁ, ପଶୁ ବା ସମ୍ଭାଳିବେ କେମିତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଣ୍ଡଫଟା ଖରାରେ ମଣିଷ ଆଉଟୁପାଉଟୁ ହୋଇଯାଉଛି । ଏ ତ ସାଧାରଣ ମାଙ୍କଡ଼ ଟିଏ, ସମ୍ଭାଳିବ ବା କେମିତି । ସମୟ ଦିନ ଦିନ ୧୧ ଟା । ହଠାତ ଏକ ମାଙ୍କଡ଼ ଚାଲିଆସିଲା ଜୟଦେବ ଭବନ ପାଖକୁ । ସେଠାରେ ଥିବା ଲୋକ ମାନଙ୍କର ଗୋଡ ଧରି କାକୁତି ମିନତି ହେଲା । କିଛି ଲୋକ ବୁଝି ପାରିଲେ ମାଙ୍କଡ଼ର ମନକଥା । ପ୍ରଥମେ ଦେଲେ ଥଣ୍ଡା ପାଣି । ପରେ ଓଆରଏସ ପାଣି । ପରେ କିଛି ଖାଦ୍ୟ । ମାଙ୍କଡ଼ ପାଣି ପିଇ ଖାଦ୍ୟ ଖାଇବା ପରେ ସାଷ୍ଟାଙ୍ଗ ହେଲା । ଏହି ନିରିହ ଜୀବ ଟି ବୁଝି ପାରୁଥିଲା ପ୍ରକୃତିର କୃରତା ଓ ମଣିଷର ଆତ୍ମୀୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ