Masthead

ପେନସନ ଅପେକ୍ଷାରେ ଆଖିବୁଜିଲେ ପ୍ରାଧ୍ୟାପିକା

କଟକ(ବଡ଼ ଖବର ବ୍ୟୁରୋ): ମିଳିଲାନି ପେନସନ । ଆଖି ବୁଜିଲେ ପ୍ରାଧ୍ୟାପିକା । ବର୍ଷକ ତଳୁ ଅବସର ନେଇଥିଲେ ବି ପେନସନ ମିଳିଲା ନାହିଁ । ପେନସନ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ବହୁବାର ଚିଠି ଲେଖି ଅନୁରୋଧ ମଧ୍ୟ କରିଥିଲେ । ଏପରିକି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ମଧ୍ୟ ହୋଇଥରଲେ ପ୍ରାଧ୍ୟାପିକା ଡ. ନମିତା ମହାନ୍ତି । ନମିତା ହେଉଛନ୍ତି କଟକ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଧ୍ୟାପିକା ନମିତା ମହାନ୍ତିଙ୍କ ଦେହାନ୍ତ ହୋଇଛି । ମାତ୍ର ଅବସରର ବର୍ଷକ ପରେ ମଧ୍ୟ ତାଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍ ମିଳିପାରିନି । ନିଜର ପ୍ରାପ୍ୟ ପାଇଁ ମହାବିଦ୍ୟାଳୟଠାରୁ ଉଚ୍ଚଶିକ୍ଷା ନିଦେ୍ର୍ଦଶାଳୟ ଓ ଉଚ୍ଚଶିକ୍ଷା ବିଭାଗ ପର୍ଯ୍ୟନ୍ତ ସବୁଠି ପ୍ରାୟସ କରିଥିଲା ମାତ୍ର ଫଳ ଶୂନ । ପେନସନ ତ ହେଲାନି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରାଧ୍ୟାପିକା । ସରକାରୀ ସ୍ମାର୍ଟ ବ୍ୟବସ୍ଥାର ଏଭଳି ଦାୟିତ୍ୱହୀନତା ଓ ଉଦାସୀନତାକୁ ନେଇ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା