Masthead

‘ଭୁବନେଶ୍ୱର ପହଞ୍ଚିବା ପରେ ନୂଆ ଜୀବନ ପାଇଛୁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରେସନ୍ ‘କାବେରୀ’ ଯୋଗେ ସୁଦାନରୁ ଫେରିଲେ ୬ ଓଡ଼ିଆ। ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ୬ ଓଡ଼ିଆ । ଭୁବନେଶ୍ଵର ବିମାନ ବନ୍ଦରରେ ପହଂଚିବା ପରେ ବାଖାଣିଛନ୍ତି ଛାତି ଥରା ଦୃଶ୍ୟର କାହାଣୀ। ଭୁବନେଶ୍ୱର ପହଂଚିବା ପରେ ନୂଆ ଜୀବନ ପାଇଥିବା କହିଛନ୍ତି ସୁଦାନରୁ ଫେରିଥିବା ଓଡ଼ିଆ। ବାଲେଶ୍ଵର ସୋରୋ ଅଞ୍ଚଳର ଶିବ ପ୍ରସାଦ ଜେନା କହିଛନ୍ତି ସୁଦାନର ଆରତୀ ଷ୍ଟିଲ କାମ କଲାବେଳେ ପ୍ରାୟ ୮ ଘଣ୍ଟା ଧରି ଗନ ପଏଣ୍ଟରେ ରଖିଥିଲେ ଆକ୍ରମଣକାରୀ ।

ଖାଲି ସେତିକି ନୁହେଁ ମୋବାଇଲ ସହ ୩୦୦ ଡଲାର ଲୁଟି ନେଇଥିବା କହିଛନ୍ତି ଶିବ । ତାଙ୍କ ପାଇଁ ଦିନକୁ ଦୁଇ ଓଳି ଖାଇବା ମୁିସ୍କିଲ ହୋଇଯାଇଥିଲାା ତେବେ ଅପରେସନ କାବେରୀ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇ ଦିଲ୍ଲୀ ଅଣାଯାଇଥିଲା । ପରେ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା