Masthead

ବିଜେଡି ନେତାଙ୍କ ଉପରେ ନକ୍ସଲ ଲିଙ୍କ ଅଭିଯୋଗ, କଂଗ୍ରେସ ସହ ସ୍ୱର ମିଳାଇଲା ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ କେ ଭାସ୍କର ରାଓଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ଟ୍ରକ ମାଲିକ ସଙ୍ଘ ଠାରୁ ଅର୍ଥ ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗ କଲେ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଯାହାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅତୀତରେ ମଧ୍ୟ ବିଜେଡିର ଅନେକ ନେତାମାନେ ନିର୍ବାଚନ ଏବଂ ବ୍ୟବସାୟ ସମୟରେ ନକ୍ସଲମାନଙ୍କ ସମ୍ପର୍କରେ ଥାଆନ୍ତି ।ଏକଥା ଉପରକୁ ଜଣାପଡିଲେ ବି ସେ ଲୁଚାଇଥାନ୍ତି । ଏପଟେ କୁହନ୍ତି ନକ୍ସଲ ଦମନରେ ଅଛୁ କିନ୍ତୁ ପ୍ରକୃତରେ ବିଜୁ ଜନତା ଦଳର ନେତା ନକ୍ସଲଙ୍କ ସମ୍ପର୍କରେ ଥାନ୍ତି ଏକଥା ସ୍ପଷ୍ଟ । ଅନେକ ଅଭିଯୋଗ ଅଛି ଏ ସମ୍ପର୍କରେ ଗୃହ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିଲେ ଓଡିଶାବାସୀ ଜାଣିପାରିବେ ବିଜେଡି ନେତାଙ୍କର କେତେ ରୂପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି