Masthead

କୁକୁର କାମୁଡ଼ିଲେ ମାଲିକ ଦେବେ ୧୦ ହଜାର ଫାଇନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୁକୁର ମାଲିକ ଏବେ ହୋଇଯାଆନ୍ତୁ ସାବଧାନ । କୁକୁର କାମୁଡ଼ିଲେ ମାଲିକଙ୍କୁ ଦେବାକୁ ପଡ଼ିବ ୧୦ ହଜାର ଟଙ୍କା । ପ୍ରତିଦିନ ସହରରେ କୁକୁର କାମୁଡ଼ିବା ଘଟଣା ସାମ୍ନାକୁ ଆସୁଛି । ଅନେକ ଅଭିଯୋଗ ମଧ୍ୟ ହେଉଛି । ସହରରେ କୁକୁର କାମୁଡା କମାଇବାପାଇଁ ବିଏମସି ଆଣିଛି ନୂଆ ନିୟମ । ଯେଉଁଥିରେ କୁକୁର କାମୁଡ଼ିଲେ ମାଲିକମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଯାହାକୁ ନେଇ ଶନିବାର ବିଏମସି ଏଭଳି ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁଁ ବିଏମସିର ନିୟମ ଅନୁଯାୟୀ ଗୃହପାଳିତ ପଶୁଙ୍କ ରକ୍ଷାଣାବେକ୍ଷଣ ଏବଂ ପୋଷଣକୁ ନିୟନ୍ତ୍ରଣ କରିବା, ଖୋଲାସ୍ଥାନରେ ଶବ ଫିଙ୍ଗିଲେ ମଧ୍ୟ ଜରିମାନା ଦେବା ପାଇଁ ପଡ଼ିବ । ଏହା ସହିତ ମଧ୍ୟ ସମସ୍ତ ପୋଷା କୁକୁରଙ୍କୁ ୫୦୦ ଟଙ୍କା ଦେଇ ପଞ୍ଜୀକୃତ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା