Masthead

ଖଣ୍ଡାଧାର ଜଳପ୍ରପାତରୁ ପଡ଼ି ଯୁବକ ମୃତ

କୋଇଡ଼ା  (ବଡ଼ ଖବର ବ୍ୟୁରୋ): ଖଣ୍ଡାଧାର ଜଳପ୍ରପାତରୁ ପଡ଼ି ଯୁବକ ମୃତ । ସୁନ୍ଦରଗଡ ଜିଲ୍ଲା ଖଣ୍ଡାଧାର ଜଳପ୍ରପାତର ବାରସୁଆଁ ପଟ ଉପର ଭାଗରେ କାଲଟା ଝିରପାଣିରେ ଘଟିଛି ଅଘଟଣ । ମୃତକ ହେଲେ ଲେପା ମୁର୍ମୁ । ଖଣ୍ଡାଧାର ଜଳ ପ୍ରପାତ ଠାରେ ଗାଧୋଉଥିବା ସମୟରେ ଲେପା ମୁର୍ମୁଙ୍କ ଅସାବଧାନତା ଯୋଗୁ ଖସିଯାଇଥିଲା ।

ଜଳପ୍ରପାତ ପାହାଡ ମଧ୍ୟ୍ୟ ଭାଗରେ ପଥରରେ ପିଟି ହୋଇ ମୁତ୍ୟୁ ବରଣ କରିଥିବା ସୂଚନା ରହିଛି । ମୃତଦେହକୁ ଉଦ୍ଧାର ପାଇଁ ଟେନସା ଫାଣ୍ଡି ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ପ୍ରୟାସ ଯାରି ରଖିଛି । ରାତି ପାଇଁ ଉଦ୍ଧାର କାର୍ୟ୍ୟ ସ୍ତଗିତ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ