Masthead

ବିପଦସଙ୍କୁଳ ଫାଣ୍ଡି ଗୃହ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ସରକାରୀ ଯୋଜନାର ଅଭାବ ନାହିଁ । ମାତ୍ର ତୃଣମୂଳ ସ୍ତରରେ କେତେ ଫଳପ୍ରଦ ଟିପିଏମ ଫାଣ୍ଡିରୁ ଜଳ ଜଳ ହୋଇ ଦିଶୁଛି । କଟକ ଜିଲ୍ଲାର ଶିଳ୍ପାଞ୍ଚଳ ଗୋଡିପାଟଣାରେ ଥିବା ଟିପିଏମ ଫାଣ୍ଡିର ଅବସ୍ଥା ନକହିଲେ ଭଲ । ଜରାଜୀର୍ଣ୍ଣ ଫାଣ୍ଡିରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ପୁଲିସ କର୍ମଚାରୀମାନେ ।

ଯେଉଁଠି ଖୋଦ ପୋଲିସ କର୍ମଚାରୀ ନିରାପଦ ନୁହଁନ୍ତି ସେଠାକୁ ନ୍ୟାୟ ପାଇଁ ଆସୁଥିବା ସାଧାରଣ ଜନତାଙ୍କ କଥା ପଚାରେ କିଏ? ଫାଣ୍ଡି ଛାତରୁ ସିମେଣ୍ଟ କଂକ୍ରିଟ ଖଣ୍ଡ କେଉଁ ମୁହୂର୍ତ୍ତରେ ଖସିବ କହିହେଉନାହିଁ । ଏହି ପୁରୁଣା ଓ ଅସୁରକ୍ଷିତ ଗୃହର ନବୀକରଣ ନହେଲେ କେଉଁ ମୁହୂର୍ତ୍ତରେ ବଡ଼ ଧରଣର ଅଘଟଣ ନଘଟିବ କହିହେବନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼