Masthead

ପ୍ରକୃତିର କରାଳ ରୂପ ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଆଖି ଆଗରେ ଭାସିଉଠେ ପ୍ରକୃତିର କରାଳ ରୂପ । କାନରେ ପ୍ରତିଧ୍ୱନି ସୃଷ୍ଟିକରେ କରୁଣ ଚିକ୍ରାର । ୩୫ବର୍ଷ ତଳେ ଖରାଦିନେ ଓଡ଼ିଶାରେ ଅନୁଭୂତ ହୋଇଥିଲା ବାତ୍ୟା । ଖରାଦିନିଆ ବାତ୍ୟା କେତେ ଭୟଙ୍କର ସେଦିନ ଦେଖିଥିଲା ଓଡ଼ିଶା । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଓଡ଼ିଶାରେ ହେଉଥିବା ବାତ୍ୟାଠାରୁ କୌଣସି ଗୁଣରେ କମ୍ ନଥିଲା ଖରାଦିନିଆ ବାତ୍ୟାର ପ୍ରକୋପ । ପାଣିପାଗରେ ପରିବର୍ତ୍ତନ ହେଉ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣ ହେଉ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ବାତ୍ୟା ହେବା ସହ ଖରାଦିନେ ମଧ୍ୟ ବାତ୍ୟା ଅନୁଭରତ ହେଉଛି । ବିଶେଷ କରି ମେ’ ମାସରେ ହିଁ ବାତ୍ୟା ସଂଗଠିତ ହେଉଛି । ୨୦୧୯ ମେ’ ୩ରେ ଆସିଥିଲା ବାତ୍ୟା ଫନୀ । ଏହାର ପ୍ରକୋପ କାହାକୁ ଅଛପା ନାହିଁ ।

୨୦୨୦ର ଅମ୍ପନ ଓ ୨୦୨୧ ମେ’୨୬ର ୟାସ ପ୍ରକୋପ ଓଡ଼ିଶାବାସୀ ଭୁଲିପାରିବେ ନାହିଁ । ବିଶେେ କରି ବାତ୍ୟାରେ ପକୂଳ ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହେଉଛି । ପ୍ରତି ବର୍ଷ ବାତ୍ୟାରେ ଅନ୍ତସାରଶୂନ୍ୟ ହୋଇଯାଉଛି ଓଡ଼ିଶା ଉପକୂଳ ଅଞ୍ଚଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ