କବଡ଼ିଆ ଗୋଦାମରୁ ଚୋରି ଟ୍ରାକ୍ଟର ଡାଲା ଉଦ୍ଧାର

ଭଦ୍ରକ (ବଡ଼ ଖବର ବ୍ୟୁରୋ):  କବଡ଼ିଆ ଗୋଦାମରୁ ଚୋରି ଟ୍ରାକ୍ଟର ଡାଲା ଉଦ୍ଧାର । ବାସୁଦେବପୁର ପୌରପାଳିକାର ଶୁକଦେବପୁର ଛକରେ ଥିବା ସେଖ୍ ଟୀକାଙ୍କ କବାଡିଆ ଗୋଦାମରେ ପହଞ୍ôଚ ଅଫୁଲା ଗ୍ରାମର ଦେବାଶିଷ ନାୟକ ଏକ ପୁରୁଣା ଟ୍ରାକ୍ଟର ଡାଲା କିଣିବାକୁ ଚାହିଁଥିଲେ । ଟିକା ଡାଲା ଦେଖାଇଥିଲେ । ଏହି ଡାଲା
ଦେବାଶିଷରଙ୍କର ବୋଲି ଜଣାପଡିବାରୁ ସେ ବାସୁଦେବପୁର ଥାନାରେ ଏତାଲା ଦେଇଥିଲେ । ପୋଲିସ ପହଞ୍ଚି ଦେଖି ପଳାଇ ଯାଇଥିଲେ । ଏକାଧିକ ଟ୍ରାକ୍ଟର ମାଲିକଙ୍କ ଚୋରି ହୋଇଥିବା ଡାଲା ସେଠାରେ ଥିବା ଦେଖିବା ପରେ ଉତ୍ତେଜନା ସୃ୍େ‌ଟି ହୋଇଥିଲା । ଟିକାକୁ ଡାଲା ବିକ୍ରି କରିଥିବା ସିରାଜୁଦ୍ଧିନ ଖାଁ ଘଟଣାସ୍ଥଳରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମାଡ଼ । ଖବର ପାଇ ପୋଲିସ ପହଞ୍ଚି ଚୋରି ସାମଗ୍ରୀ ଜବତ କରି ଗୋଦାମ ସିଲ୍ କରିଛି । କବାଡିଆ ଗୋଦାମ ମାଲିକ ଟିକା ଫେରାର ହୋଇଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ