Masthead

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ

ସୋରୋଡ଼ା(ବଡ଼ ଖବର ବ୍ୟୁରୋ): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ । ୨୧ ଦିନ ଧରି ଚାଲିବ ଏହି ଯାତ୍ରା । ଭକ୍ତମାନେ କୁଲାଡ ଗ୍ରାମରୁ ମା’ ବ୍ୟାଘ୍ରଦେବୀଙ୍କୁ ଶଗଡ଼ରେ ଆଣି ଭଞ୍ଜନଗର ସହରର ଏକ ସ୍ଥାନରେ ରଖାଯାଇଥିଲା । ସେଠାରେ ମା’ କିଛି ସମୟ ବିଶ୍ରାମ ନେବା ପରେ ଅଧର ପଣା ଲାଗି କରାଯାଇଥିଲା । ପରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପକୁ ନିଆଯାଇଛି । ସେଠାରେ ମା’ ବିଶ୍ରାମ ନେବେ । ୫ ତାରିଖରୁ ଯାତ୍ରା ଅନୁଷ୍ଠିତ ହେବ । ସେହିପରି ଭଞ୍ଜନଗରରେ ଥିବା ଠାକୁରାଣୀଙ୍କୁ ମଧ୍ୟ ଅସ୍ଥାୟୀ ମଣ୍ଡପକୁ ଆଣାଯିବ । ଦୁଇ ଦେବୀଙ୍କୁ ୨୧ ଦିନ ଧରି ପୂଜାର୍ଚ୍ଚନା କରାଯିବ । ବ୍ରିଟିଶ ଅମଳରୁ ହୋଇ ଆସୁଥିବା ଏହି ଯାତ୍ରା ସ୍ଵତନ୍ତ୍ର। ଦୁଇ ଦେବୀଙ୍କ ମିଳନରେ ଯାତ୍ରା ଚାଲିଥାଏ । ଯାତ୍ରା ପାଇଁ ଭଞ୍ଜନଗର ସହର ରଙ୍ଗୀନ ଆଲୋକରେ ଝଲସୁଛି । ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ କମିଟି ଠାରୁ ଆରମ୍ଭ କରି ସହରର ଜନସାଧାରଣ ବେଶ୍ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା