Masthead

ଜେଲରେ ଥିବା ଇରାନୀ ମହିଳା ସାମ୍ବାଦିକ ପାଇବେ ଜାତିସଂଘ ପ୍ରେସ ସ୍ୱାଧୀନତା ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲରେ ଥିବା ଇରାନୀ ମହିଳା ସାମ୍ବାଦିକଙ୍କୁ ମିଳିବ ଜାତିସଂଘ ପ୍ରେସ ସ୍ୱାଧୀନତା ପୁରସ୍କାର । ସତ୍ୟ ଓ ଉତ୍ତରଦାୟିତ୍ୱ ପାଇଁ ପ୍ରତିବଦ୍ଧତା ନିମନ୍ତେ ଜାତିସଂଘ ଜେଲରେ ଥିବା ୩ ଇରାନୀ ମହିଳା ସାମ୍ବାଦିକଙ୍କୁ ମିଳିବ ଚଳିତ ବର୍ଷର ସମ୍ମାନଜନକ ପ୍ରେସ୍ ସ୍ୱାଧୀନତା ପୁରସ୍କାର । ନିଲୋଫର ହାମେଦି ଯେ କି ୨୨ ବର୍ଷୀୟା ମେହସା ଆମିନିଙ୍କ ହାଜତ ମୃତୁ୍ୟ ଖବର ପ୍ରସାରଣ କରିଥିଲେ ।

ହିଜାବ ଢିଲା କରି ପିନ୍ଧିଥିବାରୁ ଆମିନଙ୍କୁ ଇରାନର ନୈତିକତା ପୋଲିସ ଗିରଫ କରି ହାଜତରେ ନିର୍ଯାତନା ଦେଇ ହତ୍ୟା କରିଥିଲେ । ଯାହାକୁ ନେଇ ଅନେକ ମାସ ଧରି ଦେଶବ୍ୟାପୀ ଆନେ୍ଦାଳନ ଆରମ୍ଭ ହୋଇଥିଲା । ଏଲାହେ ମହମ୍ମଦି ତାଙ୍କ ଅନ୍ତେଷ୍ଟି ଖବର ପ୍ରସାରଣ କରିଥିଲେ । ତୃତୀୟରେ ବିଜେତା ହେଉଛନ୍ତି ନର୍ଗେସ ମହମ୍ମଦି ଯେ କି ଅନେକ ବର୍ଷ ଧରି ସାମ୍ମାଦିକତା କରି ଆସୁଛନ୍ତି ଏବଂ ଇରାନର ଜଣେ ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ