Before Header

ବିଜେପି ପ୍ରତିଷ୍ଠା ଦିବସ, ରାଜ୍ୟ ବିଜେପିର ‘ଘରକୁ ଘର ଚାଲ’ ଅଭିଯାନ

0 18

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ବିଜେପିର ପ୍ରତିଷ୍ଠା ଦିବସ । ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ସେପଟେ ଆଜିଠୁ ରାଜ୍ୟ ବିଜେପିର ‘ଗାଁକୁ ଗାଁ ଚାଲ, ଘରକୁ ଘର ଚାଲ’ ଅଭିଯାନ ଆରମ୍ଭ ହେଉଛି । ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ନେଇ ବେଜେପି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଜି ଦିନ ୧୦ଟାରେ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.