Masthead

ସୁଜାତା ପାଣ୍ଡିଆନଙ୍କ ରାଜନୀତିକୁ ଆଗମନ ସ୍ଵାଗତଯୋଗ୍ୟ: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମିଶନ ଶକ୍ତି ସଚିବଙ୍କ ରାଜନୀତି ଆସିବା ଚର୍ଚ୍ଚାକୁ ନେଇ ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା। କହିଲେ ସୁଜାତା ରାଜନୀତିକୁ ଆସିଲେ ଭଲ। ଆମ ସରକାର ମାଆ ଓ ନାରୀକୁ ମର୍ଯ୍ୟାଦା ଦେଇ ଆସୁଛି। ସୁଜାତା କାହିଁ ଆସିବେନି? ଯଦି ଅନ୍ୟ ଅମଲାମାନେ ଆସୁଛନ୍ତି। ପୂର୍ବରୁ ଆସି ଅମଲା ଆମକୁ ଶାସନ କରିଛନ୍ତି। ଅମଲାତନ୍ତ୍ରକୁ ଛାଡି ଶାସନ କରିବା କଷ୍ଟସାଧ୍ୟ । ସୁଜାତା ପାଣ୍ଡିଆନଙ୍କ  ରାଜନୀତିକୁ ଆଗମନକୁ ମୁଁ ସ୍ଵାଗତ ଜଣାଉଛି।

ମହିଳାମାନଙ୍କୁ ସମ୍ମାନ ନ ଦେବା , ଆମେ ସେମତି ପଛେଇ ପଛେଇ ଯିବା। ମୁଁ ଏମପି ଥିବାବେଳେ ବାରମ୍ବାର ମହିଳାମାନଙ୍କ ପାଇଁ ବିଲ ଆସିବା ନେଇ ଦାବି କରିଆସୁଥିଲି। କିନ୍ତୁ ମହିଳାଙ୍କ ଉପରେ ଏକ ବିଲ୍ ଆସି ପାରିଲାନି। ମହିଳାଙ୍କ ପ୍ରତି ଅନେକ ଅବହେଳା କରାହୋଇଛି। ଯଦି ଜଣେ ମହିଳା ଆଗକୁ ଆସି ବାହାରିଛନ୍ତି ତାଙ୍କୁ ଆମେ ସ୍ଵାଗତ କରିବା। ନନ୍ଦିନୀ ଶତପଥୀ ମଧ୍ୟ ଆସି ଭଲ କାର୍ଯ୍ୟ କରୁଥିଲେ । ତେଣୁ ଏବେ ଯିଏ ଆସିବେ ତାଙ୍କ ଠୁ ଭଲ କାର୍ଯ୍ୟ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ