Masthead

ଦୁର୍ନୀତି ବିଷୟରେ ପ୍ରଶ୍ନ କରିବାରୁ ସରପଞ୍ଚଙ୍କ ଧମକ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କୁ ସରପଞ୍ଚଙ୍କ ନାଲିଆଖି । ଦୁର୍ନୀତି ବିଷୟରେ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୁଲମ ଖୁଲା ଧମକ ଦେଉଛନ୍ତି ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏନ୍.ଆର୍.ଇ.ଜି.ଏସ. କାମରେ ଲୋକଙ୍କ ବଦଳରେ ମେସିନ୍ ଲଗାଇ କାମ କରାଯାଉଛି । ଧମକ ଦେଇଛନ୍ତି ଦେଓଗାଁ ସରପଞ୍ଚ ରେଣୁବାଳା ଛାଟୋଇଙ୍କ ପ୍ରତିନିଧି ବୋଲାଉଥିବା ସ୍ୱାମୀ ଶରତ ଚନ୍ଦ୍ର ଛାଟୋଇ । ମେସିନରେ କାମ କରିବା ପାଇଁ ଉପରୁ ଅର୍ଡର ଆଣିଥିବା କହଛନ୍ତି । ଦୁର୍ନୀତିକୁ ଲୁଚାଇବା ପାଇଁ ସାମ୍ବାଦିକଙ୍କ ଉପରେ ଦୋଷ ଲଦିଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେବେ କାହା ନିର୍ଦ୍ଦେଶରେ ଏଭଳି ଘୋଟାଲା ହେଉଛି, କିଏ କିଏ ଏଥିରେ ସାମିଲ ତାହା ଏବେ ବଡ ପ୍ରଶ୍ନବାଚୀ । ସେପଟେ ଏନ୍.ଆର୍.ଇ.ଜି.ଏସ. କାମରେ ମେସିନ୍ ଲାଗିବାର କୌଣସି ନିୟମ ନାହିଁ ବୋଲି କହିଛନ୍ତି ବିଡିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା