Masthead

ପୁତ୍ରହତ୍ୟାର ପ୍ରତିଶୋଧ, ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କଲା ବାପା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁତ୍ରହତ୍ୟାର ପ୍ରତିଶୋଧ ନେଲା ବାପା । ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କଲା ବାପା । ଉତ୍ତରପ୍ରଦେଶ ଖେରୀ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । କାଶୀ କଶ୍ୟପ ନାମରେ ଜଣେ ଚାଷୀ ନିଜ ପୁଅର ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କରିଛି । କାଶ୍ୟପର ପୁଅ ଜିତେନ୍ଦ୍ରକୁ ହତ୍ୟା କରିଥିଲା ଶତ୍ରୁଧନ ଲାଲା । ପୁଅ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ବାପା । ଏଥିପାଇଁ ଲାଲାକୁ ଜାମିନରେ ଆଣିବା ପାଇଁ କାଶ୍ୟପ ଆଡଭୋକେଟକୁ ନିୟୋଜିତ କରିଥିଲେ । ତେବେ ଲାଲା ଜାମିନରେ ଆସିବା ପରେ କାଶ୍ୟପ ଗୁଳି କରି ହତ୍ୟା କରିଥିଲା । ସୂଚନା ଅନୁସାରେ, କାଶ୍ୟପର ପତ୍ନୀ ସହିତ ଲାଲାର ଅନୈତିକ ସମ୍ପର୍କ ଦେଖିଥିବାରୁ ୧୪ ବର୍ଷୀୟ ପୁଅ ଜିତେନ୍ଦ୍ରକୁ ମା’ ଓ ଲାଲା ମିଶି ହତ୍ୟା କରିଥିଲେ । ଏହି ମାମଲାରେ ଦୁହେଁ ଜେଲରେ ଥିଲେ । ଲାଲାକୁ ଜାମିନରେ ଆଣି ହତ୍ୟା କରାଯାଇଥିବା ବେଳେ ମାଆ ଏବେ ଜେଲରେ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା