Masthead

ଭୟଙ୍କର ଟ୍ରେନ୍ ଦୁର୍ଘଟଣା

ସୋର(ବଡ଼ ଖବର ବ୍ୟୁରୋ): ନିର୍ଦ୍ଧାରିତ ସମୟରେ ବାଲେଶ୍ୱର ଷ୍ଟେସନ ଛାଡିଥିଲା କରମଣ୍ଡଳ । ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡିଚାଲିଥିଲା ଟ୍ରେନ୍ । ସମୟ ସଂଧ୍ୟା ୬.୩୦ । ବାହାନଗା ଷ୍ଟେସନ୍ ଅତିକ୍ରମ କରୁଥିବା ବେଳେ ଏକ ମାଲବାହୀ ଟ୍ରେନକୁ ଦେଇଥିଲା ଧକ୍କା । ଧକ୍କା ଏତେ ଜୋରଥିଲା ଯେ କରମଣ୍ଡଳ ଟ୍ରେନର ଇଞ୍ଜିନ ସହ କିଛି ବଗି ଡାଉନ୍ ଲାଇନରେ ପଡିଯାଇଥିଲା । ଠିକ୍ ଏହି ସମୟରେ ହାୱଡ଼ା ଅଭିମୁଖେ ମାଡି ଆସୁଥିଲା ସୁପରଫାଷ୍ଟ ସାଲିସାର ଏକ୍ସପ୍ରେସ୍ ।

କରମଣ୍ଡଳର ପଡିଥିବା ବଗି ଉପରେ ଚଢି ସାଲିମାର ମଧ୍ୟ ହୋଇଥିଲା ଲାଇନଚୁ୍ୟତ । ହଠାତ୍ କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ଦୁର୍ଘଟଣାର ଶବ୍ଧ ଏତେ ଜୋର ଥିଲା ଯେ ପାୟ କିଲୋମିଟର ଦୂରକୁ ଶୁଭିଥିଲା । ଖବର ପାଇ ଘଟଣାସ୍ଥଳକୁ ଦୌଡି ଆସିଥିଲେ ସ୍ଥାନୀୟ ଲୋକେ । ବିଜୁଳି ବେଗରେ ବ୍ୟାପିଯାଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା