Masthead

ଭତ୍ତା ପାଇଁ ଚାଲିଲେ ୧୧ କିମି ବୃଦ୍ଧ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ଭତ୍ତା ପାଇଁ ୧୧ କିମି ଚାଲିଲେ ବୃଦ୍ଧ । ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବିଜୟନଗର ଅଞ୍ଚଳରେ । ବିଜୟନଗର ଅଞ୍ଚଳର ୮୬ ବର୍ଷୀୟ ବୃଦ୍ଧ ଗୋକୁଳି ବଳ । ସରକାରୀ ନିୟମ ଅନୁଯାୟୀ ଭତ୍ତା ପାଇଁ ୮୦ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧ-ବୃଦ୍ଧାଙ୍କୁ ୨୦୦ ଟଙ୍କା ଅଧିକ ମିଳିବା କଥା । ଭତ୍ତା ପାଇବାରେ ସୁବିଧା କରିବା ପାଇଁ ସରକାର ଭତ୍ତା ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାର ସୁବିଧା କରିଛନ୍ତି ।

ମାତ୍ର ଏହି ବୃଦ୍ଧ ଜଣଙ୍କର ଭତ୍ତା ଟଙ୍କା ବ୍ୟାଙ୍କଙ୍କୁ ଆସିଛି ନା ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଛି । ଫଳରେ ଦୀର୍ଘ ୬ ମାସ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ । ଆଖିକୁ ଭଲ କରି ଦେଖା ଯାଉନଥିଲେ ବି ଖରାରେ ବିଜୟନଗରରୁ ଆଳି ବ୍ଲକ ଏଗାର କିମି ଚାଲି ଚାଲି ଆସି ଭତ୍ତା ଟଙ୍କା ପାଇଁ ବିଡ଼ିଓଙ୍କୁ ଗୁହାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର