Masthead

୫ରୁ ଏଏସଆଇ ଅନୁମତି, ୯ରେ ଚିଠି ଲେଖୁଛନ୍ତି କେନ୍ଦ୍ରମନ୍ତ୍ରୀ: ଲେନିନ ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦା‌ୟିତ୍ୱ ଏଏସଆଇକୁ ଦେବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କଲା ବିଜେଡି । ଅପରାଜିତାଙ୍କ ଠାରୁ କାମ ଶିଖନ୍ତୁ ଧର୍ମେନ୍ଦ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତ । କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ବେଶୀ, କାମ କମ କରନ୍ତି । ଓଡ଼ିଶା ସହିତ ଜଡ଼ିତ ବିଷୟକୁ ନେଇ ଉଦ୍ୟମ କମ ପ୍ରଚାର ବେଶୀ ।

୫ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚାଇଲେ କପିଳେଶ୍ଵର ମନ୍ଦିରର ରକ୍ଷଣ ବେକ୍ଷଣ ପାଇଁ ଏସଏଆଇକୁ ଦାୟିତ୍ୱ ଦିଆଗଲା । ୫ ତାରିଖରେ ନୋଟିଫିକେସନ ହେଲା କିନ୍ତୁ ୯ ରେ କେନ୍ଦ୍ରମନ୍ତ୍ରୀ ଚିଠି ଲେଖୁଛନ୍ତି ଏସଆଇକୁ ମନ୍ଦିରର ରକ୍ଷଣ ବେକ୍ଷଣ କରୁ । କେନ୍ଦ୍ରମନ୍ତ୍ରୀ ନିଜର ପ୍ରଚାର ବେଶୀ କରୁଛନ୍ତି ମାତ୍ର କପିଳେଶ୍ଵର ମନ୍ଦିର ଏକ ବାହାନା । ଗୋଟିଏ କ୍ୟାବିନେଟର ସାଥି ମନ୍ତ୍ରୀ କିନ୍ତୁ ଜାଣୁନାହାନ୍ତି କ’ଣ ହେଉଛି । ଲୋକ ହସା ତ ହେଉଛନ୍ତି ଏଥିସହ କେନ୍ଦ୍ରୀୟ ସ୍ତରରେ କଣ ହେଉଛି ଲୋକେ ହସୁଛନ୍ତି । କେନ୍ଦ୍ରମନ୍ତ୍ରୀ ବ୍ୟାକୁଳ ନ ହୋଇ କେମିତି କାମ କରାଯାଏ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ଶିଖନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ