Masthead

ନନ୍ଦନକାନନ ରେ ନୂଆ ଅତିଥି

ନନ୍ଦନକାନନ:(ବଡ଼ଖବରବ୍ୟୁରୋ)
 ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏକ mouse deer ( ଗୁରାଣ୍ଡି )  ତାର ସାବକକୁ ମଙ୍ଗଳବାର  ଜନ୍ମ ଦେଇଛି।ବିରଳ ଓ ବିଲୁପ୍ତ ପ୍ରଜାତିର ଏହି ତୃଣଭୋଜି ପ୍ରାଣୀଟି  ଗୋଟେ ଛୁଆକୁ ଜନ୍ମ ଦେଲା ପରେ  ନନ୍ଦନକାନନ ର ଏକ ଡାକ୍ତରୀ ଦଳ ଖୁଆଡ଼ ନିକଟରେ ପହଞ୍ଚି  ମା ଓ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ।ସେପଟେ ମା ଓ ଛୁଆ ସୁସ୍ଥ ଥିବା ବେଳେ ନନ୍ଦନକାନନରେ ବର୍ତ୍ତମାନ ଏହି ଗୁରାଣ୍ଡିଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି।ସୂଚନା ଅନୁସାରେ,ବର୍ଷା ଋତୁ  ସମୟରେ ଏମାନଙ୍କର ମିଳନ ଘଟିଥାଏ ଏବଂ ଶୀତ ଋତୁ ପ୍ରାରମ୍ଭରେ ଏମାନେ ସାବକଙ୍କୁ ଜନ୍ମ ଦେଇଥାନ୍ତି।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ