Masthead

ବାଗେଶ୍ୱର ବାବାଙ୍କୁ ରାଜକୋଟରୁ ଆସିଲା ଖୋଲା ଚ୍ୟାଲେଞ୍ଜ

ଅହମଦାବାଦ (ବଡ଼ ଖବର ବ୍ୟୁରୋ): ଅନେକ ସମୟ ଧରି ଚର୍ଚ୍ଚାରେ ରହି ଆସୁଥିବା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ କୃଷ୍ଣ ଶାସ୍ତ୍ରୀଙ୍କ ଗୁୁଜରାଟ ଆଗମନ ପୂର୍ବରୁ ଆସିଲା ଖୋଲା ଚ୍ୟାଲେଞ୍ଜ । ବାଗେଶ୍ୱର ଧାମର ସରକାର ଗୁଜରାଟ ଆସିବାର ଅଛି । ଏହାରି ମଧ୍ୟରେ ତାଙ୍କୁ ସୁରଟ , ଅହମ୍ମଦାବାଦ ଓ ରଜକୋଟରେ କାର୍ଯ୍ୟକ୍ରମ କରିବାର ଅଛି । କିନ୍ତୁ ରାଜକୋଟରେ ବାବାଙ୍କର ଦିବ୍ୟ ଦରବାରର ଆୟୋଜନ ମଧ୍ୟରେ ବାବାଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ଏହାରି ମଧ୍ୟରେ ବାଗେଶ୍ୱର ବାବାଙ୍କୁ ଖୋଲା ଚ୍ୟାଲେଞ୍ଜରେ କୁହାଯାଇଛି ସେ କୁହନ୍ତୁ କି ରାଜକୋଟ୍ରେ ନିଶା କେଉଁଠାରୁ ଆସୁଛି ଓ କାହା ନିଦେ୍ର୍ଦଶରେ ଆସୁଛି? ଏହି ପ୍ରଶ୍ନର ଉତ୍ତର ଦେଲେ ବାବାଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ରାଜକୋଟରେ ବାଗେଶ୍ୱର ବାବାଙ୍କ ଦିବ୍ୟ ଦରବାର ଜୁନ୍ ଆରମ୍ଭରେ ରେସକୋର୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଏହି ଖୋଲା ଚ୍ୟାଲେଞ୍ଜ ପୁରୁଷୋତ୍ତମ ପିପଲିଆ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଦେଇଛନ୍ତି । ପିପଲିଆ ନିଜ ଫେସବୁକ ଆକାଉଣ୍ଟରେ ଚାରୋଟି ଭିନ୍ନ ପୋଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ