Masthead

ବଦଳିଲେ ସମ୍ବଲପୁର ସମେତ ୫ ଜିଲ୍ଲାର ଏସପି

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର। ସମ୍ବଲପୁର ଏସପିଙ୍କ ସମେତ ବଦଳିଛନ୍ତି ୫ ଜିଲ୍ଲାର ଏସପି। ସମ୍ବଲପୁର ପାଇଛି ନୂଆ ଏସପି । ମୁକେଶ କୁମାର ଭାମୋ ହୋଇଛନ୍ତି ସମ୍ବଲପୁରର ନୂଆ ଏସପି ।

ସେହିଭଳିରାଉରକେଲାର ନୂଆ ଏସପି ହୋଇଛନ୍ତି ମିତ୍ରଭାନୁ ମହାପାତ୍ର, ବି. ଗଂଗାଧରଙ୍କୁ ମିଳିଛି ମୟୂରଭଞ୍ଜ ଦାୟିତ୍ୱ, କେନ୍ଦୁଝରର ନୂଆ ଏସପି ହୋଇଛନ୍ତି କୁଶଲକର ନୀତିନ ଡଗଡୁ, ବଲାଙ୍ଗିର ଏସପି ହୋଇଛନ୍ତି ଖିଲାରୀ ରିଷିକେଶ । ଏଥିସହ ଅଗ୍ନିଶମ ବିଭାଗରେ ମଧ୍ୟ ହୋଇଛି ଅଦଳବଦଳ । ନୂଆ ଅଗ୍ନିଶମ ଡିଜି ହେଲେ ସୁଧାଂଶୁ ଷଡଙ୍ଗୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼