Masthead

ଟିକରପଡ଼ା ଡ୍ୟାମ ସାଇଡ ଗସ୍ତରେ ଯିବେ ଟ୍ରିବ୍ୟୁନାଲ ଟିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛି ମହାନଦୀ ଟ୍ରିବ୍ୟୁନାଲ ଟିମ । ଆଜି ଟିକରପଡ଼ା ଡ୍ୟାମ ସାଇଡ ଗସ୍ତରେ ଯିବେ ପ୍ରତିନିଧି ଦଳ । ୨୦ ତାରିଖରୁ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନ କରୁଛି ଟିମ । ଟ୍ରିବ୍ୟୁନାଲର ୩ ସଦସ୍ୟ ଓ ଦୁଇ ରାଜ୍ୟର ପ୍ରତିନିଧି ଦଳ ଟିକରପଡ଼ା ଗସ୍ତ କରିବେ । ଟିକରପଡ଼ା ପହଞ୍ଚିବା ପରେ ସାତକୋଶିଆ ଗର୍ଜ ସାଙ୍କଚୁଆରୀ, ସିଡବ୍ଲ୍ୟୁସି ହାଇଡ୍ରୋଲୋଜିକାଲ ଅବଜରଭେସନ୍ ସାଇଟ୍ ସହ ଟିକରପଡ଼ା

ଡ୍ୟାମ୍ ସାଇଟ୍ ପରିଦର୍ଶନ କରିବେ । ଗତକାଲି ଟିମ୍ ନୂଆପଡ଼ା ଜିଲ୍ଲା ଗସ୍ତ କରି ସାହିପଲା ଓ ପତୋରା ଡ୍ୟାମ୍ ବୁଲି ଦେଖିଥିଲେ । ଡ୍ୟାମର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ । ଟ୍ରିବ୍ୟୁନାଲ ସଦସ୍ୟ ପ୍ରଥମେ ସାହିପଲା ଡ୍ୟାମ୍ରେ ପହଞ୍ଚିଥିଲେ । ଡ୍ୟାମ୍ର ଜଳଧାରଣ କ୍ଷମତା ସହ ବର୍ତ୍ତମାନ ଡ୍ୟାମ୍ରେ କେତେ ପାଣି ଅଛି ଏବଂ ରବି ଚାଷ ପାଇଁ କେତେ ପାଣି ଦିଆଯାଇଛି, ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼