Masthead

ଜମି ଲିଜକୁ ବିରୋଧ କରି ମେଳି

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗାଁରେ ମେଳି କଲେ ତିନି ଗ୍ରାମବାସୀ। ନିଲିଗୁଡା ପଞ୍ଚାୟତ ଉସକାଳବାଙ୍ଗ ଗ୍ରାମରେ ନିଲିଗୁଡା, ମାଟେରୁ ଓ ମାଟାପାକା ଗ୍ରାମର ପାଞ୍ଚ ହଜାରରୁ ଅଧିକ ମହିଳା ପୁରୁଷ ପାରମ୍ପରିକ ବେଶଭୁଷା ଓ ଅସ୍ତ୍ର ଧରି ଶୋଭାଯାତ୍ରା କରିବା ସହ ବିରାଟ ଏକ ସଭାର ଆୟୋଜନ କରିଥିଲେ । ସଭାରେ ଆଦାନୀ କମ୍ପାନୀକୁ ଉସକାଳବାଙ୍ଗ ଅଞ୍ଚଳକୁ ରାଜ୍ୟ ସରକାର ଜମି ଲିଜ ଦେଇଥିବାରୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ।

ପୂର୍ବରୁ କତାମାଟେରୁ ଜଙ୍ଗଲ ଜମିକୁ ଯେପରି ଡାଲମିଆ କମ୍ପାନୀକୁ ପୁଲିସ ଛାଉଣୀ କରି ଗ୍ରାମସଭା କରିବା ସହ ହଜାର ହଜାର ହେକ୍ଟର ଜମି ପୁଞ୍ଜିପତି ହାତରେ ଟେକି ଦିଆଯାଇଥିଲା।ଏ ସବୁକୁ ବିରୋଧ କରି ଜଙ୍ଗଲ, ଜଳ , ଜମି, ଆଦିବାସୀ ମାନଙ୍କର ବୋଲି ଦାବୀ କରିଛନ୍ତି ଗ୍ରାମବାସୀ। ସରକାର ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଅଞ୍ଚଳର ସମଗ୍ର ଆଦିବାସୀ ସମ୍ପ୍ରଦାୟ ରାଜରାସ୍ତାକୁ ଓହ୍ଲାଇବେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ