Masthead

‘ଟ୍ରେନ ଦୁର୍ଘଟଣା ପଛରେ ଟିଏମସିର ହାତ’

କୋଲକାତା (ବଡ଼ ଖବର ବ୍ୟୁରୋ):  ଟ୍ରେନ ଟ୍ରାଜେଡ଼ିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପଛରେ ଟିଏମସିର ହାତ ରହିଛି। ସେ କହିଛନ୍ତି ଏହି ଲୋକମାନେ ପୋଲିସର ସହାୟତାରେ ଉଭୟ ରେଳ ଅଧିକାରୀଙ୍କ ଫୋନକୁ ଟ୍ୟାପ କରି ଟୁଇଟରରେ ରଖିଥିଲେ। ଏହି ଲୋକମାନେ ଦୁଇ ରେଳ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା କିପରି ଜାଣିଲେ?

ଏହା ପଛରେ ଷଡଯନ୍ତ୍ର କ’ଣ? ଏହା କିପରି ଲିକ ହୋଇଛି ତାହାର ସିବିଆଇ ଅନୁସନ୍ଧାନରେ ମଧ୍ୟ ଆସିବା ଉଚିତ। ଯଦି ଏହା ନ ଆସେ ତେବେ ମୁଁ କୋର୍ଟର ଦ୍ୱାରସ୍ଥ ହେବି। ଏହା ଉପରେ ରାଜନୀତି କରାଯିବା ଉଚିତ ନୁହେଁ। ସେପଟେ ଏହାକୁ ନେଇ ଟିଏମସି କହିଛି ଶୁଭେନ୍ଦୁ ତାଙ୍କ ମାନସିକ ସନ୍ତୁଳନ ହରାଇ ସାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା