Masthead

ବିଧାନସଭାୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ହଟିଲେ । ଦେବୀ ଦେଲେ ଦାୟିତ୍ୱ । ବିନା ନିର୍ବାଚନରେ ବିଜେଡିର ନେତା ଚୟନ । ବିଧାନସଭାୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ଦଳ । ବିଧାନସଭା ହାରିଥିବା ସ୍ଥାନରେ ନେତା ଜଗାଇଲା ବିଜେଡି । ନବୀନଙ୍କ ସ୍ଥାନରେ ଦେବୀଙ୍କ ଦସ୍ତଖତ । ୮ ମାସ ପରେ ବିଜେଡିର ଚେତା ପଶିଲା । ମେଳି ପାଇଁ ଦଳର ବଢିଲା କି ଭୟ? । ଅଣଓଡ଼ିଆଙ୍କୁ ଚେକ୍ ଦେବାକୁ ପ୍ଲାନ ନୁହେଁ ତ? ।

ପୁଣି ବବିଙ୍କୁ ଗୁରୁ ଦାୟିତ୍ୱ ଦେଲା ବିଜେଡି । ପ୍ରଣବ ପ୍ରକାଶଙ୍କୁ ସର୍ବାଧିକ ୫ ବିଧାନସଭା ଦାୟିତ୍ୱ । ଅତନୁ ସବ୍ୟସାଚୀ ଓ ବିଜୟ ନାୟକଙ୍କୁ ମିଶି ୫ ଆସନ । ନିରଞ୍ଜନଙ୍କ କାନ୍ଧରେ ଝାରସୁଗଡ଼ା ଜିଲ୍ଲା । ପ୍ରତାପଙ୍କୁ କଟକ-ବାରବାଟୀ, ସଦର ଓ ନିଆଳି ଭାର । ଅରୁଣଙ୍କୁ ମିଳିଲା ନିମାପଡ଼ା, ପିପିଲା ଓ ଖୋର୍ଦ୍ଧା । ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବଣାଇଁ ଓ ବୀରମିତ୍ରପୁର । ଦେବେଶ ଆଚାର୍ଯ୍ୟଙ୍କୁ ମିଳିଲା ଭଟଲି ଦାୟିତ୍ୱ । ଭୃଗୁ ବକ୍ସପାତ୍ରଙ୍କୁ ଲକ୍ଷ୍ମୀପୁର ଓ ଚିତ୍ରକୋଣ୍ଡା । ସଞ୍ଜୟ ଦାସବର୍ମାଙ୍କୁ ନବୀନଙ୍କ ଜିଲ୍ଲା ଦାୟିତ୍ୱ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ