ମହଙ୍ଗା ଭତ୍ତା ୪ପ୍ରତିଶତ ବୃଦ୍ଧି ବଡ଼ ଖବରରାଜ୍ୟ By Bada Khabar Bureau Last updated Jun 13, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରଜ ଭେଟି । ମହଙ୍ଗା ଭତ୍ତା ୪ପ୍ରତିଶତ ବୃଦ୍ଧି । ମହଙ୍କା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତ ବୃଦ୍ଧି । ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ । ଜୁନ ମାସ ଦରମାରେ ମିଳିବ ନଗଦ । ପେନସନଭୋଗୀଙ୍କ ଟିଆଇ ମଧ୍ୟ ୪ ପ୍ରତିଶତ ବୃଦ୍ଧି । Share