Masthead

ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ, ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ଦହଗଞ୍ଜ କଲାଣି ଅଘୋଷିତ ବିଦ୍ୟୁତ କାଟ । ପ୍ରକଳ୍ପ ଉଦଘାଟନ ବେଳେ କଟିଲା ଲାଇନ । ମୋବାଇଲ ଟର୍ଚ୍ଚରେ କାମ ଚଳାଇଲେ ବିଧାୟିକା ଅଳକା ମହାନ୍ତି । ଗତକାଲି ବ୍ରଜରାଜନଗରରେ ୨ଟି ପ୍ରକଳ୍ପ ଉଦଘାଟନ ଅବସରରେ ଲାଇନ କଟିଛି । ଗତକାଲି ପୌର ପରିଷଦ ଦ୍ବାରା ହୋଇଥିବା ଦୁଇଟା ପ୍ରକଳ୍ପର ଉଦଘାଟନ କରିଛନ୍ତି ଅଳକା ମହାନ୍ତି ।

୫୫ ଲକ୍ଷ ୪୨ହଜାର ଟଙ୍କାର ଏକ ପ୍ରକଳ୍ପ ଏବଂ ଗୁରୁନାନକ ଛକର ସୋନ୍ଦର୍ଯ୍ୟକରଣ ପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିବା ଜାଗାର ଉଦ୍ଘାଟନ କରିଛନ୍ତି ବିଧାୟିକା । ଏହି ଉଦଘାଟନ ଅବସରରେ ପାୱାର କଟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ