Masthead

‘ପୁରୀ ରଥଯାତ୍ରା ଅତୁଳନୀୟ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି । ଟୁଇଟରେ ସେ କହିଛନ୍ତି ଭଗବାନ ଜଗନ୍ନାଥଙ୍କ ଏହି ଅଲୋକିକ ଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଉ । ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ ସହିତ ଏକ ଭିଡ଼ିଓ କ୍ଲିପ୍ ସଲଗ୍ନ କରି ନିଜେ ରଥଯାତ୍ରାରେ ଭାଗ ନେଉଥିବା ଦର୍ଶାଇଛନ୍ତି । ରଥଯାତ୍ରା ପୁରୀ ସମେତ ଦେଶର ଅନେକ ରାଜ୍ୟରେ ପାଳନ କରାଯାଏ ।

ତେବେ ପୁରୀ ରଥଯାତ୍ରା ଅତୁଳନୀୟ ବୋଲି ସେ କହିଛନ୍ତି । ଏଥିସହିତ ମୋଦି ଗୁଜରାଟରେ ଥିବା ବେଳେ ଅହମ୍ମଦାବାଦ ରଥଯାତ୍ରାରେ ଅଶଗ୍ରହଣ କରୁଥିବା ସମୟର ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ । ସେ କହିଛନ୍ତି ଗୁଜରାଟରେ ଥିବାବେଳେ ଅହମ୍ମଦାବାଦ ରଥଯାତ୍ରାରେ ଭାଗ ନେଇଥିଲି । ପ୍ରତ୍ୟେକ ସମ୍ପ୍ରଦାୟର ଲୋକମାନେ ଗୋଟିଏ ଜାଗାରେ ଏକାଠି ହୋଇ ରଥଯାତ୍ରା ପାଳନ କରିବାା ଆଶ୍ଛର୍ଯ୍ୟଜନକ । ଏହା ଦେଶର ଏକତାକୁ ଦୃଢ଼ିଭୂତ କରିଥାଏ ।

ପୂର୍ବରୁ ରବିିବାର ପ୍ରସାରିତ ହୋଇଥିବା୧୦୨ ତମ ‘ମନ୍କି ବାତ’ ରେ ପ୍ରଧାନମନ୍ତ୍ରୀ ରଥଯାତ୍ରା କିପରି ପାଳନ କରନ୍ତି ବର୍ଣ୍ଣନା କରିଛନ୍ତି । ଗୁଜରାଟର ଅହମ୍ମଦାବାଦାରେ ପାଳନ କରାଯାଉଥିବା ରଥଯାତ୍ରା ପୁରୀ ରଥଯାତ୍ରା ପରେ ଦେଶର ଦ୍ୱିତୀୟ ବୃହତମ ବୋଲି ବିବେଚନା କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର