Masthead

ବିଡ଼ିଓଙ୍କ ଦାଦାଗିରି, ଯୁବକଙ୍କୁ ଚାପୁଡା ମାରୁଥିବାର ଭିଡିଓ ଭାଇରାଲ

ପାରାଦୀପ(ବଡ଼ ଖବର ବ୍ୟୁରୋ): କୁଜଙ୍ଗ ବିଡ଼ିଓଙ୍କ ଦାଦାଗିରି । ସୌମ୍ୟଜିତ ପାଣିଗ୍ରାହୀଙ୍କ ଦବଙ୍ଗଗିରୀ ବିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଡ଼ିଓ ଜଣେ ଯୁବକଙ୍କୁ ଚାପୁଡା ମାରୁଥିବାର ଭିଡିଓ ଏହି ସିସିଟିଭିରେ କଏଦ ହୋଇଛି । ଯୁବକ ଜଣଙ୍କ କୁଜଙ୍ଗ ଜଗନ୍ନାଥପୁର ଗ୍ରାମର ଦୁର୍ଗାପ୍ରସାଦ ପରିଡ଼ା (କୁନା) ବୋଲି ଜଣାପଡିଛି। ତେବେ ଏହି ମାଡ଼ ମାରିବା ଘଟଣାକୁ ବିଡ଼ିଓ ସୌମ୍ୟଜିତ ପାଣିଗ୍ରାହୀ ସ୍ୱିକାର କରିଛନ୍ତି। ବିଡିଓ ଜଣେ ଷ୍ଟାଫଙ୍କ ସ୍କୁଟି ପଛରେ ବସି ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ସେ ନ ଅଟକିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଯାହାକୁ ନେଇ ସେ ପ୍ରତିକ୍ରିୟାଶୀଳ ହୋଇ ତାଙ୍କୁ ମାରିଥିବା ସ୍ୱିକାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ