Masthead

ଖେଳ କରିଦେଲେ କି ସିନିୟର ପାୱାର, ଅଜିତଙ୍କ ପାଖେ ରହିଗଲେ ୯

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ) :  ମହାବିକାଶ ଅଘାଡ଼ି ଦଳକୁ ଲାଗିଛି ଝଟକା ପରେ ଝଟକା । ପ୍ରଥମେ ଶିବସେନା ହୋଇଥିଲା ଦୁଇଫାଳ । ଆଉ ଏବେ ଏନସିପିରେ ହୋଇଛି ଫାଟ । ଯାହକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ରବିବାର ଅଜିତ ପାୱାରଙ୍କ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରବିବାର କହାକୁ କିଛି ନଜଣାଇ ସିକ୍ରେଟ ଭାବେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର ।

ଆଉ ଏନସିପି ଉପରେ ନିଜର ଅକ୍ତିଆର ଜାହିର କରିଛନ୍ତି ଅଜିତ । କହିଛନ୍ତି ମୋ ପାଖେ ଏବେ ବି ଅଧିକାଂଶ ବିଧାୟକ, ସାଂସଦଙ୍କ ସମର୍ଥନ ରହିଛି । ଖାଲି ସେତିକି ନୁହେଁ ଏନସିପିକୁ ସରକାରରେ ସାମିଲ କରିଥିବା ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଅଜିତ କହିଥିଲେ ତାଙ୍କ ସହ ଅଛନ୍ତି ଏନସିପିର ୪୦ ବିଧାୟକ । ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୮ ବିଧାୟକ । ତେବେ ବାକି ବିଧାୟକ ଗଲେ କୁଆଡ଼େ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା