Masthead

ଖସୁଛି ବିଜେଡ଼ି-ବିଜେପି, ବଢ଼ୁଛି କଂଗ୍ରେସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ପୁଣି ବିଜେଡ଼ି ଓ ବଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, କହିଛନ୍ତି ବିଜେଡ଼ି ଓ ବିଜପି ଗୋଟେ ମୁଦ୍ରାର ଦୁଇଟି ପାଶ୍ୱର୍ ।୨୦୧୯ରେ ବିଜେପିର ୧୨୦ ଟାର୍ଗେଟ ଥିଲା । ଏଥର ୮୦ମାନେ ଖସିଲା । ମାନେ ବିଜେପି ଟାର୍ଗେଟରେ ନାହିଁ । ବିଜେପିର ୮୦ ବିଜେଡ଼ିର ୧୨୦ ଆମର ୯ରୁ୯୦ ।

୧୪୭ ବିଧାନସଭା ସିଟରେ ନୂଆ କିଛି ସିଟ ବଢ଼େଇ ଦେବାର ଆବଶ୍ୟକତା ରହିଛି ।୨୪ ମଇଦାନରେ ଫୁଟବଲ ଫିଙ୍ଗାହେବ, ଲଢେଇହେବ, ଯାହାର ଦମ ସିଏ ଜିତିବ । କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ । ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ ନିଯୁକ୍ତି କଣ ପାଇଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ଲୋକେ ତର୍ଜମା କଲେଣି ଏବଂ ଉପା ସରକାର ସମୟରେ ହୋଇଥିବା ଯୋଜନାକୁ ହାଇଯାକ କରାଯାଇଛି ।ତାକୁ ମଧ୍ୟ ଲୋକେ ତର୍ଜମା କରୁଛନ୍ତି । ୨୪ରେ ନିଷ୍ପତି ନେବେ କିଏ କେତେ ସିଟ ନେବ । କଂଗ୍ରେସ ହିଁ ଫେରିବା ନେଇ ଦମ୍ଭୋକ୍ତି ବାଢ଼ିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ