Masthead

ଓଡିଶାରେ ଚିଟଫଣ୍ଡ ରିଟର୍ଣ୍ଣସ

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଓଡ଼ିଶାରେ ଚିଟଫଣ୍ଡ ରିଟନ୍ସ ହେଇଛି । ସେବେ ଯେମିତି ଚିଟଫଣ୍ଡ ରେ ରାଜ୍ୟବାସୀ ପେଶୀ ହେଇଥିଲେ ସେଥିରୁ ରାଜ୍ୟ ସରକାର କିଛି ଶିଖିଲେନି । ଏବେ ଓଡ଼ିଶାର ଗାଁ ଗଣ୍ଡା ରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଛତୁ ଫୁଟିଲା ଭଳି ମାତିଛନ୍ତି । ରାଜ୍ୟ ସରକାର ପଛପଟୁ ଏହି କମ୍ପାନୀ ମାନଙ୍କୁ ସପୋର୍ଟ କରୁଛନ୍ତି ।

ନବୀନ ବାବୁଙ୍କ ଲୋକମାନେ ଏହି କମ୍ପାନୀ ମାନଙ୍କ ପଛରେ ରହିଛନ୍ତି । ଏହି କମ୍ପାନୀ ମାନେ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ଗାଁର ଲୋକମାନେ ଭାବୁଛନ୍ତି ନବୀନ ବାବୁ ଏମାନଙ୍କୁ ପଠେଇଛନ୍ତି ଋଣ ଦେବା ପାଇଁ । ରାଜ୍ୟରେ ଗତ ୭ ଦିନ ଭିତରେ ୪ ଟି ଘଟଣା ଘଟିଛି ଯେଉଁଥିରେ ଫାଇନାନ୍ସ କମ୍ପାନୀ ଦ୍ୱାରା ନିର୍ୟାତିନା ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ଋଣ ଗ୍ରହୀତା । ଫାଇନାନ୍ସ କମ୍ପାନୀ ମାନଙ୍କ ଉପରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । କମ୍ପାନୀର କର୍ମଚାରୀ ବାନାମ୍ବର ବେହେରା ଓ ବନିତା ବେହେରାଙ୍କ ଉପରେ ମାନସିକ ଚାପ ପକେଇଥିଲେ ।

କମ୍ପାନୀର କର୍ମଚାରୀ ବର୍ଷା ରାଣୀ ସାହୁ ଦିନ ୨ ରୁ ରାତି ୩ ଯାଏଁ ବସିକି ମାନସିକ ଚାପ ସୃଷ୍ଟି କରିଥିଲେ । ପ୍ରାଇଭେଟ କମ୍ପାନୀ ମନଙ୍କ ସହ ରାଜ୍ୟ ସରକାର ପାଟନର ହେଇ ଗାଁ ର ଗରିବ ଲୋକଙ୍କୁ ଲୁଟୁଛନ୍ତି । ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ଓଡ଼ିଶାରେ କେତେ ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ପଞ୍ଜିକରଣ କରାଇଛନ୍ତି । କଣ ଗାଇଡ଼ ଲାଇନ ରଖିଛନ୍ତି । ଆଗକୁ ଯେଉଁଠି ଲୋକଙ୍କୁ ମାଇକ୍ରୋ ଫାଇନସ କମ୍ପାନୀ ଧମକେଇବ ସେଠି ବିଜେପି ଜଗିବ । ବିଜେପି ଦାବି କରୁଛି ଋଣ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ । ଅଁଳାଯୋଡି ବିଜେଡି ନେତା ଓ ମୁଖ୍ୟମନ୍ତ୍ରୀ ଯାଆନ୍ତୁ ଦେଖିକି ଆସିବେ କଣ ଅଛି ସେଠିକାର ଲୋକଙ୍କ ସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି