Masthead

ବାହାନଗା ଟ୍ରେନ ଟ୍ରାଜେଡି, ଷ୍ଟେସନ ମାଷ୍ଟରଙ୍କୁ ଜେରା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା । ଦୁର୍ଘଟଣାରେ ଜାତୀୟ ମାନଧିକାର କମିଶନଙ୍କ ନୋଟିସ । ମୁଖ୍ୟ ଶାସନ ସଚିବ ଓ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କରାଯାଇଛି । ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ମାନବାଧିକାର କର୍ମୀ ରାଧାକାନ୍ତ ତ୍ରୀପାଠୀଙ୍କ ପିଟିସନ ଆଧାରରେ ନୋଟିସ କରାଯାଇଛି । ଦୁର୍ଘଟଣାରେ ମୃତାହତଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି । କମ୍ ସ୍ଥାନ ପାଇଁ ଏଭଳି ସ୍ଥିତି ଉପୁଜିଲା। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ଫେକ୍ ଦାବିଦାର ଆଦି ଘଟଣା ନଜରକୁ ଆସିଛି।

ଏଥିଲାଗି ରେଲୱେ ଓ ରାଜ୍ୟ ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି। ସେପଟେ କେମିତି ହେଲା ବାହାନଗା ଟ୍ରେନ ଦୁର୍ଘଟଣା? ଏହା ପଛରେ ରହିଛି ଆଉ କାହାର ହାତ? ରିମାଣ୍ଡରେ ନେଇ ଘାଂଟୁଛି ସିବିଆଇ । ଗିରଫ ୩ ଅଭିଯୁକ୍ତଙ୍କ ସମେତ ୭ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନ । ସିବିଆଇ ହାତରେ ଲାଗିଛି ବଡ଼ ସୁରାକ! ଆଉ ୨ଜଣଙ୍କୁ ଗିରଫ କରିପାରେ ସିବିଆଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ