Masthead

ସୋରିଷ କ୍ଷେତ ହସୁଛି, ଶୀତ ଆସିଛି

ସିନାପାଲି(ବଡ଼ ଖବର ବ୍ୟୁରୋ): ଶୀତର ଲହରୀରେ ସାରା ନୂଆପଡା ଥରୁଛି । ମନଭରି ଉପଭୋଗ କରିବାର ଏହା ଅଭୁଲା ମୁହୂର୍ତ୍ତ । କୁହୁଡିଆ ସକାଳ ଅଧିବାସୀଙ୍କୁ କରୁଛି ମତୁଆଲା । ସୁନ୍ଦର ସକାଳ ସହ ସୋରିଷ ଫୁଲର ବିସ୍ତିର୍ଣ୍ଣ କ୍ଷେତ । ଗାଁର ଘାସ ଗାଲିଚା ଉପରେ ସଜେଇ ହୋଇଛି କାକର । ଲାଗୁଛି ସତେ ଯେମିତି ନିରୀହ ଅଧିବାସୀଙ୍କୁ ଅଭୁଲା ମୁହୂର୍ତ୍ତର ସୁଯୋଗ ଦେବାକୁ ଶୀତ ନିଜକୁ ପ୍ରସ୍ତୁତ କରି ଆସିଛି । ଶୀତକୁ ବେଶ୍ ନୂଆ ଢଙ୍ଗରେ ସ୍ୱାଗତ କରୁଛନ୍ତି ନୂଆପଡାବାସୀ । ହାତରେ ଚା’ କପ୍ ସହ ମନରେ ଭରି ରହିଛି ଅସୀମ ଆଗ୍ରହ । ସୂର୍ଯ୍ୟ ଉଇଁଲା ମାତ୍ରେ ଗାଁର ଚିତ୍ର ବଦଳିଯାଉଛି । ଲାଗୁଛି ନୂଆ ନୂଆ । ଏହି ଶୀତକୁ ଉପଭୋଗ କରିବା ପାଇଁ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ