Masthead

ଶିବଭକ୍ତଙ୍କ ପାଇଁ ଖୁସିର ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ଉତ୍ତରାଖଣ୍ଡ ରୁ କୈଳାସ ମାନସରୋବର ପର୍ଯ୍ୟନ୍ତ ଯାତ୍ରା ହେବ ଆହୁରି ସହଜ । ପିଥେରାଗଡ଼ ର ନାଭିଡାଙ୍ଗରୁ ଭାରତ ଚୀନ ସୀମାରେ ଲିପୁଲେଖ ପର୍ଯ୍ୟନ୍ତ ରାସ୍ତା କଟା କାମ ଆରମ୍ଭ ହୋଇସାରିଛି । ଆଶା ଅଛି ଏହି କାମ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇପାରେ । ଯାହା ପରେ ଏହି ରାସ୍ତାକୁ ଯାତାୟତ ପାଇଁ ଖୋଲି ଦିଆଯିବ । ଏହା ଶିବଭକ୍ତଙ୍କ ପାଇଁ ଖୁସିର ଖବର ଅଟେ । ଶିବଧାମ ବା କୈଳାଶ ପର୍ବତ ଯିବା ପାଇଁ ଉତ୍ତରାଖଣ୍ଡ ର ଲିପୁଲେଖା ରେ ଆରମ୍ଭ ହୋଇଥିବା ରାସ୍ତା କଟା କାମ ସେପ୍ଟେମ୍ବର ପର୍ଯ୍ୟନ୍ତ ଶେଷ ହୋଇପାରେ । ପିଟିଆଇ ମୁତାବିକ ଏହି ବର୍ଷର ସେହ ସୁଦ୍ଧା ଏହି ରାସ୍ତାକୁ ଖୋଳାଯିବାର ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ