Masthead

ସେକ୍ସ ରାକେଟ ଠାବ, ୧୩ ଜଣଙ୍କୁ ଉଦ୍ଧାର କଲା ପୋଲିସ

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ସହରରେ ସେକ୍ସ ରାକେଟ ଠାବ । ପଞ୍ଚପଡାର ଏକ ହୋଟେଲରେ ରାତି ଅଧିଆ ପୋଲିସ ଚଢ଼ାଉ କରି ସେକ୍ସ ରେକେଟ ଠାବ କରିଛି। ୧୪ ଜଣ ପୁରୁଷ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ ଓ ୧୩ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ପୋଲିସ । ଝାରସୁଗୁଡା ଥାନା ସମ୍ବଲପୁର ରାଉରକେଲା ବିଜୁଏକ୍ସପ୍ରେସ ଓଏ ପାଶ୍ୱର୍ରେ ପୁରୁଣା ଶିବ ଶକ୍ତି ହୋଟେଲରେ ତଥା ସିଂ ଢ଼ାବା କୁହାଯାଉଥିବା ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ସୂଚନା ମିଳିବା ପରେ ଗତ ରାତିରେ ପୁଲିସ ଚଢ଼ାଉ କରିଥିଲା ।

ପୂର୍ବରୁ ମଧ୍ୟ ସେହି ହୋଟେଲରେ ସେକ୍ସ ରାକେଟ ଠାବ କରାଯାଇଥିଲା । ଦୀର୍ଘ ଦିନରୁ ଏଠାରେ ସେକ୍ସ ରାକେଟ ଚାଲୁଥିବା ଅଭିଯୋଗ ହୋଇଥିଲା । ଉଦ୍ଧାର ଯୁବତୀଙ୍କ ମଧ୍ୟରେ କିଛି ସ୍ଥାନୀୟ ଯୁବତୀ ଥିବା ବେଳେ କିଛି ବାହାରର ଥିବା ଜଣାପଡିଛି । ଗିରଫ ଯୁବକଙ୍କ ମଧ୍ୟରେ ଗ୍ରାହକ ଓ ଦଲାଲ ମଧ୍ୟ୍ୟ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ