Masthead

ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି: ଅମର ଶତପଥୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଯେଉଁମାନେ ଓଡ଼ିଶାର ଜନମତକୁ ଠିକଣା ଭାବେ ବିଚାର କରି ପାରୁ ନାହାନ୍ତି ସେମାନେ ଅଗଣତନ୍ତ୍ରୀ ଉପାୟରେ କଥା କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଜନମତ ପ୍ରତିଫଳିତ ହୋଇଛି । ଓଡ଼ିଶାର ବିକାଶ ବି ତା ସହିତ ଜଡ଼ିତ । ଯାହା ଆଗରୁ ହେଇ ନଥିଲା ତାହା ଆଜି ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଛି । ସ୍ଥିତି ବଦଳିଛି ଓଡ଼ିଶାର ରାଜସ୍ୱ ବଢିଛି ।

ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ଲୋକଙ୍କ ପାଖକୁ ଯାଆନ୍ତୁ ଲୋକେ ତାଙ୍କୁ ଗ୍ରହଣ କଲେ ହେବ । ଦୁର୍ଭାଗ୍ୟ ଏତେ ଉପନିର୍ବାଚନ କି ପଂଚାୟତ ଓ ସାଧାରଣ ନିର୍ବାଚନରୁ କିଛି ଶିକ୍ଷା ଲାଭ କଲେନି ସେମାନେ । ଯେଉଁମାନେ ଲୋକମତ ନ୍ୟୁନ କରିବା ପାଇଁ ଚାହୁଁଛନ୍ତି ସେମାନେ ହିଁ ଅଗଣତାନ୍ତ୍ରୀକ କାମ କରୁଛନ୍ତି । କେବଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଲୋକ ସମର୍ଥନ ପାଉ ନଥିବାରୁ କିଛି ଆଳ ଦେଖାଉଛନ୍ତି । କିନ୍ତୁ ତାଙ୍କର ସେ ଆଳ ଆଉ କାମ ଦେବନି ନିକଟରେ ନିର୍ବାଚନ ହେବ ଲୋକମତର ପରୀକ୍ଷା ହୋଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ