Masthead

‘ଓପେନହାଇମର’ ବନାମ ‘ବାର୍ବୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ବକ୍ସ ଅଫିସରେ ହଲିଉଡ ସିନେମାଗୁଡିକ ଖୁବ ଦମଦାର କଲେକ୍ସନ କରିଛି । ଫିଲ୍ମ ‘ଓପେନହାଇମର’ ସିନେମା ଫ୍ୟାନ୍ସମାନଙ୍କର ପ୍ରଥମ ପସନ୍ଦ ହୋଇସାରିଛି । ଏହା ସହ ରିଲିଜ ହୋଇଥିବା ଫିଲ୍ମକୁ ମଧ୍ୟ ଭାରତୀୟ ଦର୍ଶକମାନେ ଖୁବ ଭଲପାଇବା ଦେଇଛନ୍ତି । ଉଭୟ ଚଳଚ୍ଚିତ୍ର ଏକଠି ଭାରତୀୟ ବକ୍ସ ଅଫିସରେ ବିପୁଳ ଅର୍ଥ ଉପାର୍ଜନ କରିଥିଲେ ।

ଦର୍ଶକଙ୍କ ମତରେ ପୁରୁଷମାନଙ୍କୁ ଫିଲ୍ମ ‘ଓପେନହାଇମର’ଟି ଅଧିକା ପସନ୍ଦ ଆସିଥିବା ବେଳେ, ମହିଳାମାନେ ଫିଲ୍ମ ‘ବାର୍ବୀ’କୁ ସମର୍ଥନ କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଫିଲ୍ମ ‘ବାର୍ବୀ’ଓ‘ଓପେନହାଇମର’କୁ ନେଇ ଖୁବ ଚର୍ଚ୍ଚା ହେବା ସହ ଉଭୟ ଫିଲ୍ମର ପ୍ରଶଂସକମାନେ ନିଜନିଜ ଭିତରେ ଦ୍ୱନ୍ଦ୍ୱ କରୁଥିବା କୁହାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର