Masthead

ବଢି ପାଣିରେ ଭାସିଗଲେ ଶହ ଶହ ଗୋରୁ

ବୌଦ୍ଧ(ବଡ଼ ଖବର ବ୍ୟୁରୋ): ପାଣିପିଇବାକୁ ନଦୀକୁ ଯାଇ ଭାସିଯାଇଛନ୍ତି ଗୋରୁପଲ । ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ମହାନଦୀରେ ପାଣି ପିଇବାକୁ ଶହ ଶହ ଗୋରୁ ଆସିଥିଲେ । ହଠାତ୍ ଏହି ସମୟରେ ନଦୀରେ ପାଣି ମାଡି ଆସିଥିଲା । ଫଳରେ ପାଣିପିଇବାକୁ ଆସିଥିବା ଶହ ଶହ ଗାଈ ଗୋରୁ ଭାସିଯାଇଥିଲେ ।

ହୀରାକୁଦ ଗେଟ ଖୋଲାଯିବା ପରେ ମହାନଦୀରେ ବି ପାଣି ବୃଦ୍ଧି ପାଇଛି । ତେବେ ନଦୀର ପାଣି ମାଡି ଆସିବାରୁ ଦୀର୍ଘ ସମମୟ ଧରି ଜଳବନ୍ଦୀ ଥିଲେ ଗୋରୁପଲ । ପରେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁପଲଙ୍କୁ ଉଦ୍ଧାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ