Masthead

‘ଆରଜେଡି କୌଣସି ବଡ଼ ଦଳ ନୁହେଁ’

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ବିଗତ ଦିନରେ ନିଜର ମନ୍ତ୍ୟବ୍ୟକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ କୌଣସି ବଡ଼ ଦଳ ନୁହେଁ। ଏମିତି ଅନେକ ଦଳ ଦେଶରେ ଅଛନ୍ତି । ଏହି ବୟାନର ଉଦ୍ଦେଶ୍ୟ ଯାହା ବି ହେଉ ନା କାହିଁକି ଏହା କିନ୍ତୁ ବିଜେପି ପାଇଁ ଏକ ମଉକା ।

ବିଜେପି ନାଁ ନନେଇ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିପାରେ। ମାତ୍ର ଏମତି ଅନେକ ଆରୋପ ପ୍ରଶାନ୍ତ କିଶୋରଙ୍କ ପାଇଁ ମାମୁଲି କଥା। ନୀତିଶ କୁମାର ବି କହିଛନ୍ତି ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ହିଁ ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁରେ ବଡ଼ ପଦବୀ ମିଳିଛି।

ନିର୍ବାଚନ ରଣନୀତିକର ତଥା ଜନସୂରଜର ସଂଯୋଜକ ପ୍ରଶାନ୍ତ କିଶୋର ଆରଜେଡିକୁ ତୁଚ୍ଛ କହିଛନ୍ତି। ତାଙ୍କ ଅନୁସାରେ ଆରଜେଡି ଲୋକସଭାର ୫୪୩ ସାଂସଦଙ୍କ ଭିତରେ ସବୁଠୁ ତଳେ, ଯାହାର ସ୍ଥିତି ଶୂନ୍ୟ । ୨୦୨୦ ନିର୍ବାଚନରେ ତାଙ୍କୁ ୨୦ ରୁ ୩୦ ଅଧିକ ସିଟ ମିଳିଗଲା । ତାହାର ଅର୍ଥ ନୁହେଁ କି ଆରଜେଡି ଗୋଟେ ପ୍ରମୁଖ ଦଳ । ଯଦି ତାଙ୍କର ଦବଦବା ସେତିକି ବିହାରରେ ଥାଆନ୍ତା ତାହେଲେ ଆଜି ଲୋକସଭାରେ ସାଂସଦ ସଂଖ୍ୟା ଶୂନ୍ୟ ହେଇନଥନ୍ତା ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା