Masthead

ଆଦାନୀ ଗ୍ରୁପ ଖୁସ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଦାନୀ ଗ୍ରୁପକୁ ମିଳିଛି ଖୁସି ଖବର । ଗ୍ରୁପର ସମସ୍ତ ତାଲିକାଭୁକ୍ତ କମ୍ପାନୀ ସେୟାର ମଙ୍ଗଳବାର ୦ ପ୍ରତିଶତକୁ ବୃଦ୍ଦି ପାଇଛି । ଏହା ସହ ବଜାରକ୍ୟାପ ଗୋଟିଏ ଷ୍ଟ୍ରକରେ ୫୧,୦୦୦କୋଟିକୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ ଘରୋଇ ନିବେଶକମାନେ ପୁଣିଥରେ ଆଦାନୀ ଗ୍ରୁପ କମ୍ପାନୀ ପ୍ରତି ଆଗ୍ରହ ଦେଖାଉଛନ୍ତି । ଯାଦ୍ୱାରା ଗୋଷ୍ଠୀର ସେୟାରଗୁଡିକ ବୃଦ୍ଧି ପାଇଛି ।

ମଙ୍ଗଳବାର ଆଦାନୀ ଗ୍ରୁପର ବଜାର କ୍ୟାପ୍‌୧୦.୬ ଲକ୍ଷ କୋଟିରେ ପହଞ୍ଚିଛି । ଆଦାନୀ ଗ୍ରୁପ କମ୍ପାନୀ ଗ୍ରୀନ ଏନର୍ଜି ର ସେୟାର ମଙ୍ଗଳବାର ୧୦% ବୃଦ୍ଧି ପାଇଥିବା ବେଳେ ଆଦାନୀ ପାୱାର ଅଂଶ ୯.୩%କୁ ବୃଦ୍ଧି ପାଇଛି । ଗ୍ରୁପର ଫ୍ଲାଗସିପ କମ୍ପାନୀ ଆଦାନୀ ଏଣ୍ଟର ପ୍ରାଇଜେସ ଏହାର ବଜାର ପୁଞ୍ଜିକରଣକୁ ୨.୮୧ ଲକ୍ଷ କୋଟି ଟଙ୍କାକୁ ନେଇ ଦୁଇ ପ୍ରତିଶତ ଲାଭ ପାଇଛି । ସେହିପରି ଅଦାନୀ ଟ୍ରାନ୍ସମିସନର ସ୍କ୍ରିପ୍ଟ ଆଠ ପ୍ରତିଶତ ବୃଦ୍ଦି ପାଇ ପୂର୍ବ ବନ୍ଦ ମୂଲ୍ୟଠାରୁ ୮୩୪.୮୦ ଟଙ୍କା ହୋଇଛି ।

ଏହା ସହ କମ୍ପାନୀର ବଜାର ମୂଲ୍ୟ ଠାରୁ ବର୍ତ୍ତମାନ ୯୩,୧୨୧ କୋଟିକୁ ବୃଦ୍ଧି ପାଇଛି । କମ୍ପାନୀର ବଜାର ପୁଞ୍ଜିକରଣ ୫୪,୧୪୫ କୋଟିକୁ ବୃଦ୍ଧି ପାଇଛି । ଏହାଛଡା ଅଦାନୀଙ୍କ ସିମେଣ୍ଟ ସେକ୍ଟର କମ୍ପାନୀ ଅମ୍ବୁଜା ସିମେଣ୍ଟ ମଧ୍ୟ ୪.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହ ଏସିସି ସେୟାର ୪.୮୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ କମ୍ପାନୀ ମୂଲ୍ୟ ୩୫, ୫୨୮କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା