Masthead

ତେଲନଦୀରୁ ଯୁବତୀଙ୍କ ଶବ ଉଦ୍ଧାର

ବଲାଙ୍ଗିର/ ତୁଷୁରା, (ବଡ଼ ଖବର ବ୍ୟୁରୋ): ତେଲ ନଦୀରୁ ଜଣେ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି । ତୁଷୁରା ଠାରୁ ପ୍ରାୟ ୩୦ କିମି ଦୂର ତରଭା ଥାନା ସିଂହାରୀ ପଞ୍ଚାୟତର ବଡତେଣ୍ଡା ଗାଁ ନିକଟସ୍ଥ ତେଲନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ମୃତ ଯୁବତୀଙ୍କ ପରିଚୟ ମିଳିନି। ହେଲେ ଦୁଇଦିନ ତଳେ ତୁଷୁରା- ଗୁଡ଼ଭେଲା ନିକଟସ୍ଥ ତେଲନଦୀରେ ଡେଇଁ ଆତ୍ମହତ୍ୟା କରିଥିବା ଦୁଇଯୁବତୀଙ୍କ ମଧ୍ୟରୁ ଜଣେ ବୋଲି ସନ୍ଦେହ କରାଯାଉଛି। ପୋଲିସ୍ ଓ ପରିବାର ଲୋକ ଘଟଣାସ୍ଥଳକୁ ଯାଉଛନ୍ତି। ତେବେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ଏହି ଯୁବତୀଙ୍କ ପ୍ରକୃତ ପରିଚୟ ମିଳିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ