Masthead

ହୃଦୟ ଚୋରୀ କଲା ମୋବାଇଲ ଚୋର

ବ୍ରାଜିଲ(ବଡ଼ ଖବର ବ୍ୟୁରୋ): ମୋବାଇଲ ଚୋର ପ୍ରେମରେ ପଡିଲେ ବ୍ରାଜିଲିଆନ ମହିଳା । ଦୁଇବର୍ଷ ପୂର୍ବରୁ ମହିଳା ଜଣକ ଗୋଟେ ଇଭେଣ୍ଟରୁ ଫେରୁଥିବା ବେଳେ ତାଙ୍କୁ ରାସ୍ତାରେ ଅଟକ ରଖି ତାଙ୍କ ଫୋନ ଲୁଟି ନେଇଥିଲା ଚୋର । ପରେ ଚୋର ଜଣକ ସେହି ମୋବାଇଲରେ ମହିଳାଙ୍କ ଫଟୋ ଦେଖି ଭଲପାଇ ଯାଇଥିଲେ । ଫୋନ ଚୋରୀ କରିଥିବାରୁ ଦୁଃଖିତ ମଧ୍ୟ ଥିଲେ । ପରେ ସେ ତାଙ୍କ ଭୁଲ ବୁଝିପାରି ତାଙ୍କୁ କ୍ଷମା ପାର୍ଥନା କଲେ । ଏହା ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ । ଜେତେବେଳେ ରିପୋର୍ଟର ଜଣକ ସେ ବ୍ୟକ୍ତିଙ୍କୁ କହିଲେ ଯେ “ମୋବାଇଲ ଚୋରୀ କରୁ କରୁ ତାଙ୍କ ହୃଦୟ ଚୋରୀ କରିଦେଲ” ସେ ଏହାର ଉତ୍ତରରେ କହିଲେ “ହଁ, ଏହା ବି ଗୋଟେ ପ୍ରକାର ଠିକ୍” । ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରେମୀ ଯୁଗଳ ଦୁଇ ବର୍ଷ ହେଲା ଡେଟ୍ କରୁଛନ୍ତି । ମାତ୍ର ଏହି ବିଷୟରେ ମହିଳାଙ୍କ ପରିବାର ଲୋକେ ଜାଣିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ