Before Header

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

0 15

ଗାନ୍ଧିନଗର(ବଡ଼ ଖବର ବ୍ୟୁରୋ): ଗୁଜରାଟ ଗସ୍ତରେ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଗୁଜରାଟର ଭବନଗର ଜିଲ୍ଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲୁୃଏସ ପାଇଁ ଆବାସ ଯୋଜନାର ଉଦଘାଟନ କରିବେ ।

ଏନେଇ ରାଷ୍ଟ୍ରୀୟ ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପରେ ମୁରାରୀ ବାପୁଙ୍କୁ ଭେଟିବାକୁ ଭାବନଗର ଜିଲ୍ଲା ମହୁବା ନିକଟରେ ଅବସ୍ଥିତ ଚିତ୍ରକୂଟଧାମ ଆଶ୍ରମକୁ ରାଷ୍ଟ୍ରପତି ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.