Masthead

ଶ୍ରୀମନ୍ଦିରକୁ ନା,ବାଙ୍କବିହାରୀରେ ପ୍ରବଳ ଭିଡ଼

ମଥୁରା (ବଡ଼ ଖବର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ବାରମ୍ବାର ଦାବିହୋଇ ଆସୁଛି । ଭକ୍ତ ଓ ସେବାୟତମାନେ ବ୍ୟାକୁଳ ହେଉଛନ୍ତି । କରୋନା ଆଳ ଦେଖାଇ ସରକାର ଶ୍ରୀମନ୍ଦିର ଖୋଲିବା ପାଇଁ ଗ୍ରହଣ କରିଛନ୍ତି ଟାଳଟୂଳ ନୀତି । ତେଣେ ଭାରତର ବହୁ ପ୍ରସିଦ୍ଧ ମନ୍ଦିରରେ ଲାଗିରହିଛି ଭକ୍ତଙ୍କ ଲମ୍ବା ଧାଡି । ଭକ୍ତମାନେ କରୋନା କଟକଣା ଭିତରେ ରହି ମହାପ୍ରଭୁଙ୍କୁ ଦର୍ଶନ କରି କୃତ୍ୟକୃତ୍ୟ ହୋଇଯାଉଛନ୍ତି ।
ଏହି କ୍ରମରେ ଆଜି ମଥୁରାରେ ଖୋଲିଛି ପ୍ରସିଦ୍ଧ ବାଙ୍କ ବିହାରୀ ମନ୍ଦିର । ଦୀର୍ଘଦିନ ବନ୍ଦ ରହିଥିଲା ଏହି ମନ୍ଦିର । ଆଜିର ପ୍ରଥମ ଦିନରେ ଭକ୍ତମାନେ ଧାଡିବାନ୍ଧି ମନ୍ଦିରରେ ପ୍ରବେସ କରୁଛନ୍ତି । ଆଉ ଠାକୁରଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ ମଧ୍ୟ କରୁଛନ୍ତି ।

ମଥୁରା ଏସପି କହିଛନ୍ତି, ୮.୩୦ରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୫.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ କୋଭି-୧୯ ଗାଇଡଲାଇନକୁ ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ଭିତରକୁ ଫୁଲ, ଭୋଗ ପ୍ରଭୃତି ନନେବା ଲାଗି ଭକ୍ତମାନଙ୍କୁ ମରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା