Masthead

ରାଜ୍ୟରେ ବଢୁଛି ଶିଶୁ ଚାଲାଣ, କୋଭିଡ ପରେ ଦ୍ୱି-ଗୁଣା

ଭୁବନେଶ୍ୱର(ବଡ଼ ଖବର ବୁ୍ୟରୋ): କୋଭିଡ ପରଠାରୁ ଓଡ଼ିଶାରେ ବଢିଚାଲିଛି ଚାଲିଲ୍ଡ ଟ୍ରାଫିକିଂ । ୨୦୨୧-୨୨ ପରଠାରୁ ଏହି ମାମଲା ଦ୍ୱିଗୁଣା ହୋଇଚାଲିଛି । ଯାହାର ସଂଖ୍ୟା ୨୨ରୁ ୫୯କୁ ବୃଦ୍ଧି ପାଇଛି । ଏନେଇ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ । ୨୦୧୬ରୁ ୨୦୨୨ ମଧ୍ୟରେ ଦେଶର ୨୧ ଟି ରାଜ୍ୟର ୨୬୨ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା ।

ଏହି ୬ ବର୍ଷ ମଧ୍ୟରେ ୧୮ ବର୍ଷରୁ କମ ପାଖାପାଖି ୧୩ ହଜାର ୫୪୯ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ଚାଇଲ୍ଡ ଟ୍ରାଫିକିଂରେ ୮୦% ପିଲାମାନଙ୍କର ବୟସ ୧୩ରୁ ୧୮ ବର୍ଷ ଥିଲା । ୧୩% ପିଲାଙ୍କର ବୟସ ୯ରୁ ୧୨ବର୍ଷ ରହିଛି । ଏବଂ ୨.୩% ପିଲାଙ୍କର ବୟସ ୫-୮ ବର୍ଷ ରହିଛି । ଏହି ପିଲାମାନେ ମୁଖ୍ୟତଃ ଶିଳ୍ପାଂଚଳ, ହୋଟେଲ, ଢାବା, ଅଟୋମୋବାଇଲ ଓ ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼