Masthead

ବାବିଲ ଖାନଙ୍କ ଦ୍ୱିତୀୟ ଫିଲ୍ମ ‘ଫ୍ରାଇଡେ ନାଇଟ ପ୍ଲାନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଲ୍ମ ‘କଲା’ରୁ ନିଜର କ୍ୟରିୟରର ଆରମ୍ଭ କରିଥିବା ଇରଫାନ ଖାନଙ୍କ ପୁତ୍ର ବାବିଲ ଖାନ ଅତି ଶୀଘ୍ର ନିଜର ଦ୍ୱିତୀୟ ଫିଲ୍ମ ସହ ପୁଣି ଫେରୁଛନ୍ତି । ବାବିଲଙ୍କ ଆଗାମୀ ଫୀଲ୍ମର ନାମ ‘ଫ୍ରାଇଡେ ନାଇଟ ପ୍ଲାନ’ ରହିଛି । ଫିଲ୍ମର ଆନାଉନ୍ସମେଣ୍ଟ ଭିଡିଓ ପ୍ରକାଶ ପାଇଛି, ଯାହାକୁ ଦେଖି ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଥିବା ଜଣା ପଡୁଛନ୍ତି ।

ଏହା ଏକ କମେଡି-ଡ୍ରାମା ଫିଲ୍ମ ହେବ ବୋଲି ମଧ୍ୟ କୁହାଯାଉଛି । ୪ ଅଗଷ୍ଟରେ ନେଟଫ୍ଲିକ୍ସ ଇଣ୍ଡିଆ ନିଜ ଅଫିସିଆଲ ଆକାଉଣ୍ଟରେ ଏହି ଫିଲ୍ମର ଆନାଉନ୍ସମେଣ୍ଟ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଟ୍ରେଲରରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବାକୁ ମିଳିଛି ଏବଂ ରୋମାନ୍ସ, ଡ୍ରାମା ଓ ମନୋରଞ୍ଜନ ମଧ୍ୟ ଦେଖିବାକୁ ମିଳିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ