Masthead

ବନ୍ୟାଜଳ ଘେରରେ ଦଶରଥପୁର

ଦଶରଥପୁର (ବଡ଼ ଖବର ବ୍ୟୁରୋ): ବୈତରଣୀ ନଦୀରେ ବନ୍ୟା ଯୋଗୁ ବିଭିନ୍ନ ଗାଁ ଏବେ ଜଳ ବନ୍ଧୀ ଅବସ୍ଥାରେ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଞ୍ଚଳରେ ୧୫ ରୁ ଅଧିକ ପଞ୍ଚାୟତ ଏବେ ବନ୍ୟାଜଳ ଘେର,  ବାହ୍ୟ ଜଗତରୁ ବିଛିନ୍ନ । ଦଶରଥପୁର ବ୍ଲକର କୟାଁ, କମାରଡିହ, ନିଜାମପୁର, ଶୁଶୁଆ, ଦୁଦୁରାଅନ୍ତା, କଷବା ଆଦି ବୋହୁତ ପଞ୍ଚାୟତର ଗାଁ ଗୁଡିକ ଏବେ ଜଳରେ ବନ୍ଧୀ ଅବସ୍ଥାରେ ଅଛନ୍ତି, କୟାଁ ପଞ୍ଚାୟତର ଧରମପୁର, ମାଧପୁର, ଗହିରାପାଳ, ଇଚ୍ଛାପୁର ଗାଁ ଗୁଡିକ ବନ୍ୟା ଜଳରେ ବୁଡି ରହିଛି, ପ୍ରଶାସନ ଏପର୍ୟ୍ୟନ୍ତ ତାଙ୍କ ନିକଟରେ ପହଞ୍ଚି ପାରିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ