Masthead

ଗୋ-ଚାଲାଣ ପ୍ରତିବାଦ ବେଳେ ଆକ୍ରମଣ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ଗୋ ଚାଲାଣ ପ୍ରତିବାଦ ବେଳେ ଗୋ ମାଫିଆ ଙ୍କ ଦାଦାଗିରି । ଟ୍ରକ ଭର୍ତ୍ତି ଗୋରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଟ୍ରକ ଅଟକାଇବା ବେଳେ ଗୋ ମାଫିଆଙ୍କ ଭୁଜାଲି ମାଡ଼ । ୬୦ ନମ୍ବର ଜାତୀୟ ରାଜପଥ ବାଲେଶ୍ବର ବସ୍ତା ନିକଟରେ ଗୋରୁ ବୋଝେଇ ଟ୍ରକକୁ ଧରିବାକୁ ଚେଷ୍ଟା କରୁଥିଲେ । ବସ୍ତା ଅଞ୍ଚଳର କିଛି ସଂଗଠନ ଯୁବକ ଗୋ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଗୋରୁ ବୋଝେଇ ଗାଡ଼ିକୁ ପାର କରୁଥିବା କେତେକ ଗୋଦଲାଲ ଦୁଇଟି ସ୍କର୍ପିଓ ଗାଡ଼ିରେ ପହଞ୍ଚି ଭୁଜାଲି ଓ ବନ୍ଧୁକର ଫଲ୍ସ ଫାରିଂ କରି ସ୍ଥାନୀୟ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଗୋ ମାଫିଆଙ୍କ ଉପରେ ବସ୍ତା ଥାନାରେ ଅଭିଯୋଗ । ପୋଲିସ ଦୁଇ ଗୋ ମାଫିଆଙ୍କୁ ଧରିଥିବା ବେଳେ ସ୍କର୍ପିଓ ରେ ଫଲ୍ସ ଫାଇରିଂ କରୁଥିବା ବ୍ୟକ୍ତି ଚମ୍ପଟ୍ ମାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!